AITUC ପ୍ରକ୍ଷରୁ ମେ ଦିବସ ପାଳିତ

53

AITUC ପ୍ରକ୍ଷରୁ ମେ ଦିବସ ପାଳିତ
ବ୍ରହ୍ମପୁର; (ଏନଆର) ଆଜି ପାର୍କ ସାହି ବ୍ରହ୍ମପୁର ଠାରେ AITUC ପ୍ରକ୍ଷରୁ ମେ ଦିବସ ଅବସରରେ ଜିଲ୍ଲା କଯ୍ୟାଳୟ ଠାରେ ଜିଲ୍ଲା ନେତା ମହମ୍ମଦ ଉସମାନଙ୍କ ଦ୍ବାରା ପତାକା ଉତ୍ତୋଳନ ହୋଇଥିଲା।ଏହି ଅବସର CPI ର ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର ମେ ଦିବସ ଅବସରରେ ଦେଶ ରେ କେନ୍ଦ୍ର ସରକାର ଶ୍ରମିକ ମାନକୁ କିପରି ଶୋଷଣ କରୁଛି ସେ ସମ୍ପର୍କରେ ଅବଗତ କରାଇଥିଲେ । ଏହା ସହିତ ଶମ ଆଇନ ଶଶୋଧନ ବନ୍ଦ କ କରିବା ପାଇଁ ମତ ପ୍ରକାଶ କରିଥିଲେ ।ଆୟୋଜିତ କାର୍ଯ୍ୟକ୍ରମରେ AIYF ର ଜିଲ୍ଲା ସମ୍ପାଦକ କାମଦେବ ନାହାକ, ଶମିକ ନେତା ରବୀନ୍ଦ୍ର ନାୟକ, ଭି ଲଛମୀୟ ରେଡ୍ଡୀ, ମହେନ୍ଦ୍ର ପାତ୍ର, ରୋହିତ ବିଶୋଇ, କୃଷ୍ଣଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ-ନ୍ୟୁଜ୍ ବ୍ୟୁରୋ