ପିତ୍ତଳ ଧର୍ମାନଂଦ ମହିଳା ସମିତି ବାଇଓଫ୍ଳେକ ମାଧ୍ୟମରେ ମାଛଚାଷ ତାଲିମ।

46

ପିତ୍ତଳ ଧର୍ମାନଂଦ ମହିଳା ସମିତି ବାଇଓଫ୍ଳେକ ମାଧ୍ୟମରେ ମାଛଚାଷ ତାଲିମ। ଶେରଗଡ,(ଏନଆର)=ଗଞାମ ଜିଲ୍ଲା ଶେରଗଡ ବ୍ଳକ ପିତ୍ତଳ ଧର୍ମାନଂଦ ମହିଳା ସମତି ଆନୂକୁଲ୍ଯରେ ପରିକ୍ଷା ମୂଳକ ଭାବେ ବାଇଓଫ୍ଳେକ ପଦ୍ଧତିରେ ମାଛଚାଷ କରାଯାଇଛି।ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆଗ୍ରହି ମାଛ ଚାଷୀ ଏଠାକୁ ଆସି ତାଲିମ ନେଇଛନ୍ତି। ତାଲିମ ପରେ ସେମାନେ ନିଜଅଂଚଳରେ ବାଇଓଫ୍ଳେକ ମାଧ୍ୟମରେ ମାଛଚାଷ କରିବେ ଏଥିରେ କାଳୁଚରଣ ପଣ୍ଡା ଗୁରୁଣ୍ଠି,ବିକ୍ରମ ଖଟାଇ ନୟାଗଡ, ଜିତ୍ରେନ୍ଦ୍ର ସେଠୀ ଖଲିକୋଟ, ପଂଚୁ ବିଶ୍ୱାଳ ଖଲିକୋଟ ,ପ୍ରମୋଦ ଦାଶ ଢେକିଂଶାଳ,କମଳକାନ୍ତ ମିଶ୍ର ବେଲଗୁଣ୍ଠା,ଅନାଦି ବେହେରା ଜଗନ୍ନାଥପ୍ରସାଦ ପ୍ରମୁଖ ତାଲିମ ନେଇଛନ୍ତି।ଏହି ଆୟୋଜିତ କାର୍ଯ୍ୟକ୍ରମରେ ପବିତ୍ର କୁମାର ମୁଦୁଲୀ ସମସ୍ତଙ୍କୁ ତାଲିମ ପ୍ରଦାନ କରିଛନ୍ତି । ସରୋଜ କୁମାର ପ୍ରଧାନ ତାଲିମ ଶିବିରକୁ ପରିଚାଳନା କରିଥିଲେ ।

ରିପୋର୍ଟ-ଡ଼ଃ ହୃଷିକେଶ ମହାନ୍ତି