ମିଟର ରିଡର ଶ୍ରମିକ ସଙ୍ଘ ତରଫରୁଏକ ବିରାଟ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ।

41

ମିଟର ରିଡର ଶ୍ରମିକ ସଙ୍ଘ ତରଫରୁଏକ ବିରାଟ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ |

ଭଞ୍ଜନଗର ; ୦୯/୦୮/୨୩ ବେଲଗୁଣ୍ଠା ସ୍ଥିତ ମା ବ୍ରାହ୍ମଣ ଦେବୀ ପୀଠରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି | ସେହି ସଭାରେ ସମସ୍ତ ମିଟର ରିଡର ଙ୍କ ସମେତ ଆଉଟ ସୋର୍ସ ରେ ଥିବା ଲାଇନ ମେନ, ଙ୍କ,ଅଣ ସ୍ୱୀକୃତି କର୍ମଚାରୀ ତଥା ଟିପିଏସଓଡି ଏଲ ର ସାବତ ପୁତ୍ର ମାନେ ଉପସ୍ଥିତ ରହି | ଲଷ୍ମୀନାରାୟଣ ଙ୍କ ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ବେଲଗୁଣ୍ଠା ସବଡ଼ିଭିଜନ ଅଫିସ ରୁ ବାହାରି ମୁଖ୍ୟ ବଜାର ଦେଇ ପେଣ୍ଠ ସାହି ନୁରସିଂହଁ ମନ୍ଦିର ସାମ୍ନାରେ ଲଷ୍ମୀନାରାୟଣ ଙ୍କ ଆତ୍ମା ର ସଦ୍ଗତି କାମନା ଜଣାଇ ପୁଣି ସେଠାରୁ ଟିପିଏସଓଡିଏଲ ଅଫିସ ଆଗରେ ଶେଷ ହେବା ପରେ ଏକ ପଥ ପନ୍ଥା ସଭା ଅନୁଷ୍ଠିତ ହୋଇଥିଲା | ଗତ କାଲି ଭଞ୍ଜନଗର ରେ ମଧ୍ୟ କ୍ୟାଣ୍ଡେଲ ରାଲି କରାଯାଇଥିଲା.ଉକ୍ତ ଶୋଭାଯାତ୍ରା ରେ ଜେଇ, ଏସ.ଡି.ଓ, ଆର ପିଓ, ସୁପର ବାଇଜର ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ |

ରିପୋର୍ଟ-ପପୁ ପ୍ରଧାନ